ସମସ୍ୟାରେ ବନ୍ଧପଡ଼ା ଗାଁ

0
146

ଯାଜପୁର: ବାରି ବ୍ଲକ ରତଲାଙ୍ଗ ପଂଚାୟତର ବନ୍ଧପାଡ ଗ୍ରାମରେ ଲୋକମାନେ ରାସ୍ତାରେ ଯିବା ଆସିବା ପାଇଁ ନାହିଁନଥିବା ଅସୁଭିଧାରେ ସମ୍ମୁଖୀନ ହେଉଛନ୍ତି | ଗ୍ରାମରେ ଶତାଧିକ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି |
ଟିକେ ବର୍ଷା ହେଲେ ଏହି ରାସ୍ତା ରେ ଯିବା ଆସିବା କରିବା ଅସମ୍ଭ ହୋଇପଡେ | ଏହି ରାସ୍ତା ଦେଇ ପିଲାମାନେ ସ୍କୁଲ,କଲେଜ ଯିବାଆସିବା ସମ୍ମୁଖୀନ କରନ୍ତି | ରୋଗୀ ସେବା ପାଇଁ ଆମ୍ବୁଲାଏନ୍ସ ଠିକ ସମୟରେ ପହଞ୍ଚିପାରୁନି | ରାସ୍ତା ପାଇଁ ରୋଗୀଟିଏ ସେବା ପାଇବାରେ ବଂଚିତ | ଗ୍ରାମ ବାସୀମାନେ ରାସ୍ତା ମରାମତି ପାଇଁ ସରକାରଙ୍କୁ ବାରମ୍ଵାର ଜଣାଇଲେ ବି ସରକାରୀ ବାବୁମାନେ କର୍ଣପାତ କରୁନାହାନ୍ତି | ଗ୍ରାମବାସୀ ମାନେ ଆଗାମୀ ଦିନରେ ରାସ୍ତା କାମ ନହେଲେ ଆନ୍ଦଳନ ଓଲେହିବେ ବଳି ଚେତାବନୀ ଦେଇଛନ୍ତି |