ହ୍ୱାଟ୍ସଅପ ଡିଲେଟ କରିବ ପୁରୁଣା ଡାଟା

0
147

ବିଶ୍ଵର ଅଗ୍ରଣୀ ମେସେଜିଙ୍ଗ ପ୍ଲାଟ୍ଫର୍ମ ହ୍ୱାଟ୍ସଅପ ଏକ ଗୁରୁତ୍ୱପୂର୍ଣ ନିର୍ଣ୍ଣୟ ନେଇଛି |କମ୍ପାନୀ ଏହାର ବ୍ୟବହାର କାରୀ ମାନଙ୍କ ବିଗତ ଡାଟା ଖୁବ ଶୀଘ୍ର ଡିଲିଟ କରିବାକୁ ଯାଉଛି |ପୁରା ବିଶ୍ଵ ରେ ପାଖା ପାଖି ୧ ବିଲିଅନ ଏବଂ ଭାରତ ରେ ୨୦୦ ମିଲିଅନ ଲୋକ ହ୍ୱାଟ୍ସଅପ ବ୍ୟବହାର କରୁଛନ୍ତି |ସୂଚନା ଅନୁସାରେ ବ୍ୟବହାର କାରୀ ମାନେ ସେମାଙ୍କର ବିଗତ ଡାଟା ଯେମିତି କି ଭିଡ଼ିଓ ,ଟେକ୍ସଟ ,ଇମେଜ ଗୁଗଲ ଡ୍ରାଇଭି ରୁ ଅନ୍ନ ଲିମିଟେଡ଼ ଵ୍ୟାକପ ସେବା ଜରିଆରେ ପାଇ ପାରିବେ କିନ୍ତୁ ଇଥି ପାଇଁ ଗୁଗଲ ଡ୍ରାଇଭି ସେବା କୁ ଅପଡ଼େଟ କରିବା କୁ ପଡିବ |
କମ୍ପାନୀ ଚଳିତ ବର୍ଷ ନଭେମ୍ବର ୧୨ ରୁ ବିଗତ ଡାଟା ଡିଲିଟ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି |