ଭଡା ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

0
111
women dead body found

ବରଗଡ଼: ପାଇକମାଲ ମୁଖ୍ୟ ରାସ୍ତା କଡ଼ରେ ଥିବା ଭଡ଼ା ଘରୁ ଗୁରୁବାର ରାତିରେ ବେକରେ ରଶି ଲଗାଇ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ସେ ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳର ଚମନଲାଲ ସୋନିଙ୍କୁ ପ୍ରେମ ବିବାହ କରିଥିଲେ। ୨ଟି ପୁଅ-ଝିଅ ଅଛନ୍ତି। ଚମନଲାଲ ପାଇକମାଲ-ରାୟପୁର ମଧ୍ୟରେ ଚାଲୁଥିବା ଏକ ବସ ଡ୍ରାଇଭର ଅଟନ୍ତି। ମୃତୁର କାରଣ ଅସ୍ପଷ୍ଟ ତେଣୁ ପୁଲିସ ଏକ ଅପମୃତ୍ୟୁ ମାମଲାରେ ତଦନ୍ତ ଜାରି ରଖିଛି।