ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

0
134
women Maoist surrender
women Maoist surrender

ନୂଆପଡା: ହାର୍ଡକୋର ମାଓବାଦୀ ଡାଳମତୀ ପହରିଆ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି। ଡାଳମତୀ ନୂଆପଡା ଏସପିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ଡାଳମତୀଙ୍କୁ ଧରାଇ ଦେବା ପାଇଁ ୧ ଲକ୍ଷ ପୁରସ୍କାର ମଧ୍ୟ ଥିଲା। ସେ ମୈନପୁର-ନୂଆପଡା ଡିଭିଜନ ପାଇଁ କାମ କରୁଥିଲେ। ମାତ୍ର ମଙ୍ଗଳବାର ଡାଳମତୀ ନୂଆପଡା ଏସପିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି।